Odishastatenews.com Today : 25-Jun-2022 09:22:20 AM
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ | ୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ଦେଶ ଦୁନିଆ : Category News


ବାୟୁସେନାର ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆରମ୍ଭ ହେଲା ପଞ୍ଜିକରଣବାୟୁସେନାର ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆରମ୍ଭ ହେଲା ପଞ୍ଜିକରଣ

ଦିଲ୍ଲୀ :ଜୁନ୍‌ ୨୪: ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିବାଦ ଦେଖାଯାଉଥିଲା ବେଳେ ବାୟୁସେନାରେ ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଏନେଇ ଏୟାର୍‌ ମାାର୍ଶଲ ଏସ୍‌.କେ ଝା ପ୍ରେସ୍‌ ମିଟ୍&zwnj

Read More...

ମାନସିକ ଅନଗ୍ରସର ନାବାଳିକାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା କରିଥିବା ଅପରାଧୀକୁ ଫାଶୀଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମ୍‌ କୋର୍ଟମାନସିକ ଅନଗ୍ରସର ନାବାଳିକାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା କରିଥିବା ଅପରାଧୀକୁ ଫାଶୀଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ:ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଜନୈକା ନାବାଳିକାକୁ ଅପହରଣ କରିନେବା ପରେ ଦୁଷ୍କର୍ମ କରି ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ଆଜି

Read More...

ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟ ଭବନ ଉଦଘାଟିତ ଓ ନିର୍ଯ୍ୟାତ ପୋର୍ଟାଲର ଶୁଭାରମ୍ଭପ୍ରଧାମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟ ଭବନ ଉଦଘାଟିତ ଓ ନିର୍ଯ୍ୟାତ ପୋର୍ଟାଲର ଶୁଭାରମ୍ଭ

“ଦେଶ ନାଗରିକ କୈନ୍ଦ୍ରିକ ପ୍ରଶାସନ ଦିଗରେ ଗତି କରୁଛି”“ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନୀତି, ନିଷ୍ପତ୍ତି, ସଂକଳ୍ପ ଓ ସେଗୁଡ଼ିକର ସମାଧାନ ସ୍ୱାଧୀନ ଭାରତକୁ ଆଗେଇ ନେବା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ”ସରକାରଙ

Read More...

ଦେଶରେ ଆଜି ପୁଣି ବଢ଼ିଲା କରୋନା ସଂକ୍ରମଣ:ଦେଶରେ ଆଜି ପୁଣି ବଢ଼ିଲା କରୋନା ସଂକ୍ରମଣ:

ନୂଆ ଦିଲ୍ଲୀ ୨୪-୬ ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୭,୩୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୮୮,୨୮୪ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୦% ଅଟେ।

Read More...

ଚୀନ୍‌ର ଋଣ ସୁଝିପାରୁନି ପାକିସ୍ତାନ: ଚୀନ୍‌ର ଋଣ ସୁଝିପାରୁନି ପାକିସ୍ତାନ:

ଦିଲ୍ଲୀ: ପାକିସ୍ତାନନିଜ ଦେଶର ଆର୍ଥିକ ସଙ୍କଟକୁ ସୁଧାରିବା ପାଇଁ ଚୀନ୍‌ଠାରୁ ଲଗାତାର ଋଣ ନେଇ ଚାଲିଛି । ଚଳିତ ବର୍ଷ ପାକିସ୍ତାନ ବଡ଼ ଆକାରରେ ଚୀନ୍‌ଠାରୁ ଋଣ ଆଣିଥିବା ସୂଚନା ରହିଛି । ତେବେ ନିକଟରେ ସେହି ଋଣର କିଛି ଅଂଶ ୨

Read More...

ଖାଇବା ଲୋଭ ଦେଖାଇ କୁକୁରକୁ ଦୁଷ୍କର୍ମ, ବୃଦ୍ଧଙ୍କ ନାଁ’ରେ ଅଭିଯୋଗ ଖାଇବା ଲୋଭ ଦେଖାଇ କୁକୁରକୁ ଦୁଷ୍କର୍ମ, ବୃଦ୍ଧଙ୍କ ନାଁ’ରେ ଅଭିଯୋଗ

ରାଜସ୍ଥାନ : ରାଜସ୍ଥାନର ଭରତପୁରରେ ଜଣେ ବୃଦ୍ଧ ଏକ କୁକୁରକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକମାନେ ନିରୀହ କୁକୁରକୁ ଡାକ୍ତରଖାନା ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଡାକ୍ତରୀ ପରୀକ୍ଷା ପରେ ପ୍ରାଣ

Read More...

ନିତିନ ଦେଶମୁଖଙ୍କ ଭୟାନକ ବୟାନନିତିନ ଦେଶମୁଖଙ୍କ ଭୟାନକ ବୟାନ

ମହାରାଷ୍ଟ୍ର: ଶିବସେନା ନେତା ଏକନାଥ ସିନ୍ଦେଙ୍କ ପାଖରୁ ଖସି ଆସିଛନ୍ତି ଦଳୀୟ ବିଧାୟକ ନିତିନ ଦେଶମୁଖ । ଆସିବା ପରେ ଦେଇଛନ୍ତି ବିସ୍ପୋରକ ବୟାନ । ସେ କହିଛନ୍ତି ତାଙ୍କୁ ସୁରଟରେ ଜୋର ଜବରଦସ୍ତ ଏକ ହସ୍ପିଟାଲରେ ଭର୍ତ୍ତି କର

Read More...

କଗୋଡ଼ିଆ ହୋଇ ୧୦ ସେକେଣ୍ଡ୍‌ ଠିଆ ହୋଇ ପାରୁ ନ ଥିବା ମଧ୍ୟ-ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା ଅଧିକ:କଗୋଡ଼ିଆ ହୋଇ ୧୦ ସେକେଣ୍ଡ୍‌ ଠିଆ ହୋଇ ପାରୁ ନ ଥିବା ମଧ୍ୟ-ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା ଅଧିକ:

ନୂଆଦିଲ୍ଲୀ: ଏକଗୋଡ଼ିଆ ହୋଇ ୧୦ ସେକେଣ୍ଡ୍‌ ଠିଆ ହେବାକୁ ଅସମର୍ଥ ମଧ୍ୟ-ବୟସ୍କ ବ୍ୟକ୍ତିମାନଙ୍କର ୧୦ ବର୍ଷ ମଧ୍ୟରେ ମୃତ୍ୟୁ ଘଟିବାର ଆଶଙ୍କା ଅଛି ବୋଲି ‘ବ୍ରିଟିସ୍‌ ଜର୍ଣ୍ଣାଲ୍‌ ଅଫ୍‌ ସ୍ପୋର୍ଟସ୍‌ ମେଡିସିନ

Read More...

ଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବା ପରିଚାଳନା ପାଇଁ ଜାରି ହେଲା ଚିଠା ମାର୍ଗଦର୍ଶିକାଭାରତୀୟ ଉପକୂଳରେ ରୋ-ରୋ ଏବଂ ରୋ-ପ୍ୟାକ୍ସ ଫେରୀ ସେବା ପରିଚାଳନା ପାଇଁ ଜାରି ହେଲା ଚିଠା ମାର୍ଗଦର୍ଶିକା

ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରୋ-ରୋ ଫେରୀ ଏବଂ ଜଳମାର୍ଗ ପରିବହନକୁ ମିଳିବ ପ୍ରୋତ୍ସାହନ ଓଡ଼ିଶାର ଦୁଇଟି ସ୍ଥାନ ସମେତ ଦେଶର ୪୫ଟି ରୋ-ରୋ ଫେରୀ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସହାୟତା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକ

Read More...

ଅଫିସରେ କର୍ମଚାରୀଙ୍କୁ ଗୁଗୁଲ ଡ୍ରାଇଭ VPN ବ୍ୟବହାର କରିବା ମନା: କେନ୍ଦ୍ର ସରକାରଙ୍କ ନୋଟିସ୍ଅଫିସରେ କର୍ମଚାରୀଙ୍କୁ ଗୁଗୁଲ ଡ୍ରାଇଭ VPN ବ୍ୟବହାର କରିବା ମନା: କେନ୍ଦ୍ର ସରକାରଙ୍କ ନୋଟିସ୍

ନୂଆଦିଲ୍ଲୀ : କେନ୍ଦ୍ର କର୍ମଚାରୀଙ୍କ ପାଇଁ ନୂତନ ନିୟମ । କାର୍ଯ୍ୟାଳୟରେ କର୍ମଚାରୀ ଉ ଅଧିକ ସମୟ ଭର୍ଚୁଆଲ ପ୍ରାଇଭେଟ୍ ନେଟୱର୍କ(ଭିପିଏନ), ଗୁଗଲ ଡ୍ରାଇଭ ଏବଂ ଡ୍ରୋପବକ୍ସ ବ୍ୟବହାର କରି ପାରିବେ ନାହିଁ । କେନ୍ଦ୍ର ସରକାରଙ୍

Read More...

ଏଥର ବିମାନ ଯାତ୍ରା ହେଲା ମହଙ୍ଗାଏଥର ବିମାନ ଯାତ୍ରା ହେଲା ମହଙ୍ଗା

ନୂଆଦିଲ୍ଲୀ: ଏଭିଏସନ ଟର୍ବାଇନ ଫ୍ୟୁଲର ମୂଲ୍ୟ ବୃଦ୍ଧି ଓ ଟଙ୍କାର ମୂଲ୍ୟ ହେଲା ହ ୍ରାସ । ଏଥିପାଇଁ ଦେଶରେ ବିମାନ ଭଡ଼ା ମହଙ୍ଗା ହେବ । ଭାରତୀୟ ବିମାନ କମ୍ପାନୀଙ୍କ ଆଗରେ ଏବେ ଭଡ଼ା ବୃଦ୍ଧି ଛଡା ଅନ୍ୟ ପନ୍ଥା ନାହିଁ । ଅପରେଟିଂ କ

Read More...

ଦେଶରେ ଆଉ ମିଳିବନି ନୁଡୁଲ୍ସ!ଦେଶରେ ଆଉ ମିଳିବନି ନୁଡୁଲ୍ସ!

ନୂଆଦିଲ୍ଲୀ: ଜୁନ ୧୭: ଛୋଟ ହେଉ କିମ୍ବା ବଡ, ସମସ୍ତେ ପ୍ରାୟ ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରନ୍ତି । ସେଥିରୁ ନୁଡୁଲ୍ସ ହେଉଛି ଅନେକଙ୍କ ପ୍ରିୟ ଖାଦ୍ୟ । ତେବେ ଏହି ନୁଡୁଲ୍ସ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ନିର୍ବାଚନରେ ଜିତିବାପରେ ସରପଞ୍ଚଙ୍କ ଗୁଣ୍ଡାରାଜ ଆରମ୍ଭ,ମଦ୍ୟପାନ କରି ମାଡ଼ମାରିବା ଅଭିଯୋଗରେ ପଞ୍ଚାୟତ ଘେରିଲେ ପଞ୍ଚାୟତ  ବସି
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell