Odishastatenews.com Today : 09-Dec-2022 21:45:43 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

କାହାଣୀ : Category News


ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ

ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ। ଓଡ଼ିଶାରେ ବାର ମାସରେ ତେର ପ

Read More...

ମହାଶିବରାତ୍ରି ବ୍ରତ କଥାମହାଶିବରାତ୍ରି ବ୍ରତ  କଥା

ଭାରତୀୟ ଶାସ୍ତ୍ର ପୁରାଣମାନଙ୍କରେ ମନୁଷ୍ୟକୁ ପାପରୁ ମୁକ୍ତ କରିବାପାଇଁ ଅନେକ ବ୍ରତ, ଉପବାସ, ଯାଗ, ଯଜ୍ଞ ଆଦିର ନିର୍ଦ୍ଦେଶ ଅଛି। ସେଥି ମଧ୍ୟରେ ଏକ ବିଶେଷ ସ୍ଥାନ ଅଧିକାର କରେ ଶିବରାତ୍ରି ବ୍ରତ।ବହୁ ପ୍ରାଚୀନ କାଳର କଥା। ଏକଦ

Read More...

ମହାରାଜା ଛତ୍ରପତି ଶିବାଜୀଙ୍କ ଜୟନ୍ତୀମହାରାଜା ଛତ୍ରପତି ଶିବାଜୀଙ୍କ ଜୟନ୍ତୀ

ମହାନ୍ ଯୋଦ୍ଧା ମହାରାଜା ଛତ୍ରପତି ଶିବାଜୀ। ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ ଶିବାଜୀ। ମହାରାଷ୍ଟ୍ରର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦) ଶିବାଜ

Read More...

ଆଗାମୀ କାଲି କାମ ଆଜି ଓ ଆଜିର କାମ ଏଇ ମୁହୂର୍ତ୍ତରେ କରିବା ଉଚିତ। ଆଗାମୀ କାଲି କାମ ଆଜି ଓ ଆଜିର କାମ ଏଇ ମୁହୂର୍ତ୍ତରେ କରିବା ଉଚିତ।

ଆଗାମୀ କାଲି କାମ ଆଜି ଓ ଆଜିର କାମ ଏଇ ମୁହୂର୍ତ୍ତରେ କରିବା ଉଚିତ। ବି‌େ‌ଶଷ ଅସୁବିଧା ନଥିଲେ ଆଜିର କାମ କେବେ ବି କାଲିକୁ ରଖିବା ଉଚିତ ନୁହେଁ,କାଳ ଉପରେ କ’ଣ ବା ଭରସା? କିଏ ଜାଣେ ‘ଆଗାମୀ କାଲି’ ହୁଏତ କାହାରି କାହାରି

Read More...

ନୁଆଁଖାଇ ତିହାର: ଦଶଟି ଜାଣିବା କଥାନୁଆଁଖାଇ ତିହାର: ଦଶଟି ଜାଣିବା କଥା

ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି । ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁ

Read More...

ନନ୍ଦନକାନନ ସମ୍ପର୍କରେ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତିନନ୍ଦନକାନନ ସମ୍ପର୍କରେ କେତେକ ତଥ୍ୟ ଯାହା ସମସ୍ତେ ଜାଣିବାକୁ ଚାହାନ୍ତି

ଚଳିତ ଡିସେମ୍ବର ୩୦ତାରିଖ ଶନିବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ୪୦୦ ହେକ୍ଟର ପରିମିତ ଅଂଚଳରେ ଅବସ୍ଥିତ ନନ୍ଦନକାନନଚିଡ଼ିଆଖାନାତାର ପ୍ରତିଷ୍ଠାର ୫୮ ବର୍ଷ ପାଳନ କରିଛି। ଦେଶର ଅନ୍ଯତମ ମନୋରମ ସ୍ଥାନ ଭା

Read More...

ଅବିଭକ୍ତ ଗଞ୍ଜାମର ଲୁପ୍ତପ୍ରାୟ ଭିତ୍ତି ଚିତ୍ର ସମ୍ପର୍କରେ କେତେକ ତଥ୍ୟଅବିଭକ୍ତ ଗଞ୍ଜାମର ଲୁପ୍ତପ୍ରାୟ ଭିତ୍ତି ଚିତ୍ର ସମ୍ପର୍କରେ କେତେକ ତଥ୍ୟ

ଗଞ୍ଜାମର ସାହିତ୍ୟ, ସଙ୍ଗୀତ, କଳା ଓ ସଂସ୍କୃତି ଭଳି ବିଭବ ପାଇଁ ଓଡ଼ିଶା ଯୁଗେ ଯୁଗେ ଗୌରବାନ୍ୱିତ । ଗଞ୍ଜାମ ଭୂମିର ଭିତ୍ତି ଚିତ୍ରରେ ପରମ୍ପରା ସମାଜ ତଥା ମନୁଷ୍ୟର ଧର୍ମ ଜୀବନ ଉପରେ ପକାଇଥିବା ପ୍ରଭାବକୁ ଆଲୋଚନାର ବଳ

Read More...

ଗାନ୍ଧି ଓ ଓଡିଶା ; ଦଶଟି ପ୍ରମୁଖ ତଥ୍ୟଗାନ୍ଧି ଓ ଓଡିଶା ; ଦଶଟି ପ୍ରମୁଖ ତଥ୍ୟ

ନାହମ୍ ତିଷ୍ଠାମି କଂଗ୍ରେସେ ନ ଚ ନେତୃଗଣାନ୍ତିକେଅହିଂସା ସତ୍ୟ ତତ୍ତ୍ଵାନାମ୍ କର୍ମକ୍ଷେତ୍ରେ ବସାମ୍ୟହମ୍ । ମହାତ୍ମାଗାନ୍ଧୀଙ୍କ ଓଡିଶା ସହ ସମ୍ପର୍କର ଅନୁସନ୍ଧାନ କଲାବେଳେ ଐତିହାସିକ ତଥ୍ୟ ତୁଳନାରେ ସାହିତ୍ୟ ଓ

Read More...

ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳୀଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳୀ

ଓଡ଼ିଶାରେ କେନ୍ଦୁପତ୍ର ବିଭାଗ ଏକ ଲାଭଜନକ ସଂସ୍ଥା ବୋଲି ଆମେ ସମସ୍ତେ ଜାଣିଛେ । ଓଡ଼ିଶା ସରକାର ବର୍ଷକୁ ହାରାହାରି ୪୨୦କୋଟି ଟଙ୍କାର ବେପାର କରି ୧୦୦ କୋଟି ଟଙ୍କା ଲାଭ ପାଉଛନ୍ତି ବୋଲି ସ୍ୱୀକାର କରୁଛନ୍ତି । ଆଜିରଦିନ

Read More...

ଟାଟା ନିର୍ମାଣ କରିବ ସି-୨୯୫ ବିମାନଟାଟା ନିର୍ମାଣ କରିବ ସି-୨୯୫ ବିମାନ

ନୂଆଦିଲ୍ଲୀ: ପରିବହନ ବିମାନ କିଣିବା ସମ୍ପର୍କିତ ଏକ କାରବାରକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ବୁଡ଼ାନ୍ତ ରୂପ ଦେଇଛି। ଭାରତୀୟ ବାୟୁସେନା ନିମନ୍ତେ ୫୬ଟି ସି-୨୯୫ ବିମାନ କ୍ରୟ ଲାଗି ପ୍ରତିରକ୍ଷା ମନ୍ତ୍ର

Read More...

ଘରର ଏହିସବୁ ଦିଗରେ ଲଗାନ୍ତୁ ତୁଳସୀ ଗଛ, ଦୂର ହେଇଯିବ ଆପଣଙ୍କର ସମସ୍ତ ସମସ୍ୟାଘରର ଏହିସବୁ ଦିଗରେ ଲଗାନ୍ତୁ ତୁଳସୀ ଗଛ, ଦୂର ହେଇଯିବ ଆପଣଙ୍କର ସମସ୍ତ ସମସ୍ୟା

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଧାର୍ମିକ ଦୃଷ୍ଟିକୋଣରୁ ଯେଉଁ ଘରେ ପ୍ରତ୍ୟେକ ଦିନ ତୁଳସୀ ପୂଜା କରାଯାଏ, ସେଠାରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ସ୍କନ୍ଦ ପୁରାଣାନୁଯାୟୀ, &l

Read More...

ପାହାଡ଼ିଆ ଜଙ୍ଗଲ ଭିତରେ ନିର୍ମାଣ ହୋଇଥିଲା ନୀଳକଣ୍ଠେଶ୍ଵର ମନ୍ଦିର, ୭୦ ବର୍ଷ ପରେ ଜଳିଲା ବିଜୁଲି ଆଲୁଅପାହାଡ଼ିଆ ଜଙ୍ଗଲ ଭିତରେ ନିର୍ମାଣ ହୋଇଥିଲା ନୀଳକଣ୍ଠେଶ୍ଵର ମନ୍ଦିର, ୭୦ ବର୍ଷ ପରେ ଜଳିଲା ବିଜୁଲି ଆଲୁଅ

ବୈପାରିଗୁଡା:ଦୀର୍ଘ ୭୦ ବର୍ଷ ପରେ ନୀଳକଣ୍ଠେଶ୍ଵର ପୀଠରେ ବିଜୁଳି ଆଲୁଅ ଜଳିଛି। ଯାହା ଭକ୍ତ ମାନଙ୍କ ମନରେ ଆନନ୍ଦ ଭରି ଦେଇଛି। ଯେଉଁ ମାନେ ଉଜାଗର ରହି ନାମ କୀର୍ତ୍ତନ କରୁଥିଲେ, ସେମାନଙ୍କ ପାଇଁ ଏହା ଆଶୀର୍ବାଦ ସଦୃଶ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଡାଇବେଟିସ୍‌ରୁ ଦୂରେଇବାର ସହଜ ଉପାୟ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell