Odishastatenews.com Today : 25-Jun-2022 09:33:58 AM
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ | ୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

କବିତା : Category News


*ଉଦ୍ଧାର ଶ୍ରୀଧର* (କବି କେଶବ ଚନ୍ଦ୍ର ନାୟକ)*ଉଦ୍ଧାର ଶ୍ରୀଧର* (କବି କେଶବ ଚନ୍ଦ୍ର ନାୟକ)

ଉଦ୍ଧାର ଶ୍ରୀଧର ମୋର ପାପ ପିଣ୍ଡକୁ ଖଣ୍ଡ କର ନିରାକାର ଯମ ଦଣ୍ଡକୁ....(ଘୋଷା) ପଥରେ ପଥର ନାରୀ ଶ୍ରୀଚରଣ ରଜ ପଡି ଅଭିଶାପୁ କଲ ପାରି....କାଳ କାଳକୁ....(୧) ଘଞ୍ଚ ଅରଣ୍ଯେ ଶବରୀ ରାମ ନାମକୁ ସୁମରୀ ମୁକ୍ତି କଲ ଜଟାଧାରୀ.....ଖାଇ କୋଳ

Read More...

*ମଧ୍ଯବିତ୍ତର ଆତ୍ମ ଗୀତି* (କବି କେଶବ ଚନ୍ଦ୍ର ନାୟକ)*ମଧ୍ଯବିତ୍ତର ଆତ୍ମ ଗୀତି* (କବି କେଶବ ଚନ୍ଦ୍ର ନାୟକ)

ମରେ ମଧ୍ଯବିତ୍ତ ମହାବିପଦରେ ଦୁଃଖ ଅନାଣ୍ଟନେ ପଡିି ଯେତେ କଲେ ଶ୍ରମ ନ ମିଳଇ ଅନ୍ନ ଅଭାବ ଆସଇ ମାଡି...!! ଭିକ୍ଷା ମାଗିବାକୁ ଲଜ୍ଜା ମାଡେ ବୋଲି କର୍ମକୁ ସେ କରେ ଗୁରୁ ସ୍ବାଭିମାନ ଅଭିମାନ ତା' ଧର୍ମ ସଂଗ୍ରାମୀ ସେ ନୁହେଁ ଭୀରୁ...

Read More...

ସେ ହିଁ ତ ମଣିଷସେ ହିଁ ତ ମଣିଷ

ଜନ୍ମ ଆଞ୍ଜୁଳା ଆଞ୍ଜୁଳା ପୁଲକ ଖୁସିର ମୃତ୍ୟୁ କମ୍ପନ ସୃଷ୍ଟି କରେ ପାଦ ତଳ ମାଟିର କଳା କୃତି କୀର୍ତି ସାଉଁଟେ ସ୍ମୃତିର ସ୍ତୁପ କାଳ କାଳ ପାଇଁ ଯଶ ଦୋଳାୟମାନ ସମୟ ପରିସ୍ଥିତି ପରିବେଶ ତଥାପି ରଖେ ଯିଏ ଭାରସାମ୍ୟ ସେ ହିଁ ତ ମଣି

Read More...

ତୁମେବର୍ଷା ଜଳରେ ଭରପୁର ତୁମେବର୍ଷା ଜଳରେ ଭରପୁର

#ରୂପସୀ_ବନ୍ୟା~~~~~~~~ରୂପସୀ, ଲାବଣ୍ୟବତୀ ହୋଇଥାଅ ତୁମେବର୍ଷାର ସ୍ଫର୍ଶ ପାଇପୂର୍ଣ୍ଣ ଯୌବନ ପ୍ରାପ୍ତ ହୁଅ ତୁମେବର୍ଷା ଜଳରେ ଭରପୁର ହୋଇ। ନଦୀ, ନାଳ, ଝରଣା, ପୋଖରୀ, ସମୁଦ୍ର ବକ୍ଷରେଯେବେ ତୁମେ ଫୁଲି ଉଠ ସୌନ୍ଦର୍ଯ୍ୟ ପ୍ରାପ୍ତ ହ

Read More...

ଜଳିବ ଯେବେ ମୋ ଜୁଇଜଳିବ ଯେବେ ମୋ ଜୁଇ

Written By: Swarna lata Tarai, Rajkanika,Kendrapara. କାହା ପାଇଁ ହେବ ବଡ ଶୂନ୍ୟସ୍ଥାନ କାହାପାଇଁ ଏକ ତ୍ରାହି କାହା ପାଇଁ ହେବ ଅମା ଅନ୍ଧାର ତ କାହାପାଇଁ ଜହ୍ନ ଛାଇ ଜଳିବ ଯେବେ ମୋ ଜୁଇ ଡାକୁଥିବେ ଯେତେ ବନ୍ଧୁ ପରିଜନ ନ ପାରିବି କଥା କହି ସବୁ ରାଗରୁଷା

Read More...

ମୁଁ ଭାରତୀୟମୁଁ ଭାରତୀୟ

ମୁଁ ଭାରତୀୟ : written By:Swarnalata Tarai,kuhudi.Rajkanika, Kendrapara କିଏ କହେ ହିନ୍ଦୁ କିଏ ମୁସ୍-ଲିମ କିଏ କହେ ଖ୍ରିଷ୍ଟିୟାନ୍ ମୁ ନୁହେଁ କେଉଁ ଧର୍ମ ଅବଲମ୍ବି ମୁଁ ଏକ ହୃଦୟବାନ୍ ଯାଏ ମୁ ଚର୍ଚ୍ ଯାଏ ମସ୍-ଜିଦ୍ ସତ୍ୟପୀରଙ୍କ ଭକ୍ତ ବୀର ମୁଁ ରା

Read More...

ଏବେ ମୋ ଭରସା ହରିଏବେ ମୋ ଭରସା ହରି

ବୟସ ହେବାରୁ ରୋଗ ମାଡ଼ିଆସେକାଶଟା କମୁନି ଯମାବୋହୂ ମାଆ କହେ ଔଷଧ ଖାଇକିଦିନକ ଭିତରେ କମା । ଖୁଁ ଖୁଁ କରି ସାରା ରାତି ତୁମେମିଛଟାରେ କାଶି ହୁଅତୁମକୁ ନକହି ମୋହରି ଉପରେରାଗୁଛନ୍ତି ତୁମ ପୁଅ । କେତେଦିନ ଆଉ ତୁମ ଦାଉ ବାପାସହୁଥ

Read More...

ନିଦର ବୟସନିଦର ବୟସ

COMMENTS କାଶ! ନିଦର ବୟସ ଥାନ୍ତା,ଜୀବନରେ ଥରେ ମାତ୍ର ଆସିଯା’ନ୍ତା ଚାଲି…ଏମିତି ପ୍ରତିଦିନିଆକର୍ମରେ ବାଧାଶରୀରକୁ ଆଳସ୍ୟଲେଖିବାରେ ବିରତିନ’ଥାନ୍ତା… କାଶ! ନିଦର ବୟସ ଥାନ୍ତା,ମୁଁ ତୁମକୁ ପ୍ରତିଟି ମୁହୂର୍ତ

Read More...

ଏବେ ମୋ ଭରସା ହରିଏବେ ମୋ ଭରସା ହରି

COMMENTS ବୟସ ହେବାରୁ ରୋଗ ମାଡ଼ିଆସେକାଶଟା କମୁନି ଯମାବୋହୂ ମାଆ କହେ ଔଷଧ ଖାଇକିଦିନକ ଭିତରେ କମା । ଖୁଁ ଖୁଁ କରି ସାରା ରାତି ତୁମେମିଛଟାରେ କାଶି ହୁଅତୁମକୁ ନକହି ମୋହରି ଉପରେରାଗୁଛନ୍ତି ତୁମ ପୁଅ । କେତେଦିନ ଆଉ ତୁମ ଦ

Read More...

ନିଦର ବୟସନିଦର ବୟସ

କାଶ! ନିଦର ବୟସ ଥାନ୍ତା,ଜୀବନରେ ଥରେ ମାତ୍ର ଆସିଯା’ନ୍ତା ଚାଲି…ଏମିତି ପ୍ରତିଦିନିଆକର୍ମରେ ବାଧାଶରୀରକୁ ଆଳସ୍ୟଲେଖିବାରେ ବିରତିନ’ଥାନ୍ତା… କାଶ! ନିଦର ବୟସ ଥାନ୍ତା,ମୁଁ ତୁମକୁ ପ୍ରତିଟି ମୁହୂର୍ତ୍ତରେସ୍ମରଣରେ,

Read More...

ଅଧୁରା ଆଶାଅଧୁରା  ଆଶା

ଅଧୁରା ଆଶା Written by: Swarnalata Tarai,Rajkanika.Kendrapara ଶାଗ ପଖାଳ ଦିମୁଠା ଖାଇ ସକାଳୁ ଯାଏ ହଡାଙ୍କୁ ନେଇ ଚଷେ ଗହିର ପାଟ. ଏସନ ଫସଲ ଅମଳ ହେଲେ ପିଲାଏ ପଢିବେ ପାଠ. ମାଟି ଆଶିଷ,ଦେଇଛି ଝାଡି. ଧାନ କେରା କେରା ପଡେ ଅଜାଡି. ଚାଷି ର ମନ ହୋଇଛି କୁଣ୍

Read More...


ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଭିଜିଲାନ୍ସ ଜଳରେ କପ୍ତିପଦା ସହକାରୀ ଯନ୍ତ୍ରୀ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell